NEW SHIVA BHAJAN SHIVA SHIVA Namita Agrawal 9xodia

129

NEW SHIVA BHAJAN SHIVA SHIVA Namita Agrawal 9xodia

↓ ଫାଷ୍ଟ Download କରନ୍ତୁ ↓

ଶିବ ଶିବ ଶିବ ଶିବ
ସଜନୀଲୋ ଡାକି ଡାକି ଶିବ ଶିବ
ଯାଉଚି ମୁଁ ଶିବ ମନ୍ଦିର
ଶିବମୋ ପୁଜାଥାଳି, ଶିବମୋ ଜପାମାଳି
ଶିବ ଶିବ ଶିବ ଶିବ
ଶିବ ବିନା ସୁଖ ଶାନ୍ତି ଗତି ମୁକ୍ତି ନାହିଁ ଟି ମୋର ll

ଶହେ ଆଠ ବେଲପତ୍ର ଶହେ ଆଠ ଚମ୍ପା
ଚଢେଇବି ଶିବଶିରେ ମାଗି ନେବି କୃପା
ଶିବମୋର ସୋମବାର ଶିବମୋ ଜାଗର
ଏ ଜୀବନ ଶିବଂକର ଜାଣେ ଉପହାର
ଶିବଂକ ମନ୍ଦିରରେ , ମୋ ଚଲାବାଟ ସରେ
ଶିବ ଶିବ ଶିବ ଶିବ
ଶିବ ସତ୍ୟ ଶିବ ନିତ୍ୟ ଶିବ ଶୁଭ ଶିବ ସୁନ୍ଦର ll

ପୁରାହେଲା ମନରେ ମୋ ଥିଲା ମାନସିକ
ଯାଉଚି ମୁଁ କରିବାକୁ ଶିବ ଅଭିଷେକ
ଶହେ ଆଠ ଗରାପାଣି ଶିରେ ଦେବି ଢାଳି
ଗୁଆ ଘିଅ ନୂଆ ଦୀପ ଆସିବି ମୁଁ ଜାଳି
ଶିବ ହିଁ ମୋର ଗତି, ଶିବ ହିଁ ମୋର ମୁକ୍ତି
ଶିବ ଶିବ ଶିବ ଶିବ
ଶିବ ନାମେ ଶିବ ଧାମେ କୋଟି ପୂଣ୍ୟ ଜାଣେ ସଂସାର ll

✽ Song : Shiva Shiva ✽ Album : Srabana Somabara ✽ Singer : Namita Agarwal ✽ Music Director : Subrat Routray ✽ Lyrics Arun Mantri ✽ Banner : 91.9 Sarthak FM ✽ Producer : 91.9 Sarthak FM ✽ Music Label : 91.9 Sarthak FM

 

DOWNLODE

↓Server1 Download↓